ଦେଶର ଏକମାତ୍ର ଟ୍ରେନରେ ଯାତ୍ରୀମାନଙ୍କୁ ମାଗଣାରେ ମିଳେ ଖାଇବା, ରେଲୱେ ଦେଉନଥାଏ ତେବେ ଖର୍ଚ୍ଚ କେଉଁଠୁ ଆସୁଛି? ନୂଆଦିଲ୍ଲୀ: ଭାରତରେ ଟ୍ରେନରେ ଖାଦ୍ୟ ପାଇଁ ଆପଣଙ୍କୁ ଟିକେଟ ସହିତ ତା’ର ମୂଲ୍ୟ ମଧ୍ୟ ପ୍ରଦାନ କରିବାକୁ ପଡ଼ିଥାଏ। ଯଦି ଆପଣ ଏହା ନକରନ୍ତି, ତେବେ ଖାଦ୍ୟ କିଣିବା ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ ଦେଶରେ ଏକ...