RCB ପରେ ଏବେ ବିକ୍ରି ହେବାକୁ ଯାଇଛି ଆଉ ଏକ ଫ୍ରାଞ୍ଚାଇଜ, ଟିମ ମାଲିକଙ୍କ ଭାଇ କଲେ ବଡ଼ ଦାବି ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ପରବର୍ତ୍ତୀ ସିଜିନ ପାଇଁ ନିଲାମ ବହୁତ ଦୂରରେ ନାହିଁ। ମାତ୍ର କିଛି ଦିନ ମଧ୍ୟରେ ସମସ୍ତ ଫ୍ରାଞ୍ଚାଇଜ ସେମାନଙ୍କ ଦଳକୁ ପ୍ରସ୍ତୁତ କରିବା ଆରମ୍ଭ କରିବେ। କିନ୍ତୁ ଏହା ପୂର୍ବରୁ, ଗୋଟିଏ କଥା...