ଫ୍ରାନ୍ସରେ ନେପାଳ ଭଳି ପରିସ୍ଥିତି, ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା ପ୍ୟାରିସ,୧୦।୯: ଫ୍ରାନ୍ସରେ ବୁଧବାର ପ୍ୟାରିସ ଏବଂ ଅନ୍ୟାନ୍ୟ ଅନେକ ସ୍ଥାନରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ। ଦଙ୍ଗାକାରୀମାନେ ସାର୍ବଜନୀନ ସମ୍ପତ୍ତିରେ ନିଆଁ ଲଗାଇ ଦେଇଥିଲେ। ସହରଗୁଡ଼ିକରେ ପୋଡ଼ାଜଳା ଯୋଗୁ ଉତ୍ତେଜନା ବ୍ୟାପିଥିଲା। ପରିସ୍ଥିତିକୁ...