ପାର୍ବଣରେ ବିଭିନ୍ନ ମଣ୍ଡପରେ ବ୍ୟବହୃତ ଫୁଲରୁ ସୁଗନ୍ଧିତ ଧୂପକାଠି ତିଆରି କରି ବିକ୍ରି କରିବ BMC ଭୁବନେଶ୍ୱର,୨୧।୮(ଅନୁରାଧା ମହାରଣା): ଗଣେଶ ପୂଜା ପାଖେଇ ଆସୁଛି। ତେବେ ସେଥିପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ଉସତ୍ାହ ଦେଖିବାକୁ ମିଳିଛି। ମାତ୍ର ଉତ୍ସବରେ ଲାଗି ହେଉଥିବା ଫୁଲ ଏବଂ ପୂଜାର୍ଚ୍ଚନ ବର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ଅସୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିଥାଏ ଏବଂ ଭକ୍ତମାନଙ୍କ...