ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ମାଡ଼କୁ ନେଇ ସମାଲୋଚନା କରିଥିବା ପୂର୍ବତନ ଆମେରିକୀୟ NSA ଜନ ବୋଲ୍ଟନଙ୍କ ଘରେ FBI ଚଢାଉ ଓ୍ବାଶିଂଟନ,୨୨।୮: ପୂର୍ବତନ ଆମେରିକୀୟ NSA ଜନ ବୋଲ୍ଟନ ଟ୍ରମ୍ପଙ୍କ ଶୁଳ୍କକୁ ସମାଲୋଚନା କରିବା ପରେ ଏଫବିଆଇ ଶୁକ୍ରବାର ତାଙ୍କ ଘରେ ଚଢାଉ କରିଥିଲା। ଜନ ବୋଲ୍ଟନ ଟ୍ରମ୍ପଙ୍କ ପୂର୍ବତନ ସହାୟକ ଥିଲେ ଏବଂ ଶୁଳ୍କକୁ ନେଇ ଅନେକ ଥର ଆମେରିକୀୟ...