ଲାଇଭ ଇଣ୍ଟରଭ୍ୟୁରେ ଅପମାନିତ ହେଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ, ଭାରତୀୟ ଖବରଦାତା କହିଲେ- Absolutely You Can ଇସଲାମାବାଦ,୯।୭: ପାକିସ୍ତାନ ଆତଙ୍କବାଦକୁ ଆଶ୍ରୟ ଦେଉଥିବା କଥା ସମସ୍ତେ ଜାଣନ୍ତି। ପୁଣିଥରେ ବିଶ୍ୱ ସମ୍ମୁଖରେ ପାକିସ୍ତାନର କଳା ଚେହେରା ଖୋଲିଯାଇଛି। ଏହା ସତ୍ତ୍ୱେ, ପଡ଼ୋଶୀ ଦେଶ ଏହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ଯେ ସେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି...