ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଲେ FBIର ପୂର୍ବତନ ନିର୍ଦ୍ଦେଶକ? ସମୁଦ୍ର ଜାହାଜରେ ଲେଖାଥିଲା ‘86 47’, ଜାଣନ୍ତୁ କ’ଣ ଏହାର ଅର୍ଥ ଓ୍ବାଶିଂଟନ,୧୬।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ମିଳିଛି କି? ଆମେରିକାର ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଅଭିଯୋଗ ହୋଇଛି ଯେ ପୂର୍ବତନ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI) ନିର୍ଦ୍ଦେଶକ...