ଫସିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୋଲିସରେ ଅଭିଯୋଗ ପରେ… ଗୁଣ୍ଟୁର,୨୩।୬: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ YSRCP ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କ ବିରୋଧରେ ଏକ ସଡ଼କ ଦୁର୍ଘଟଣାର ଅଭିଯୋଗ ଆସିଛି। ପୋଲିସର ସୂଚନା ଅନୁଯାୟୀ, ଜଗନ ମୋହନ ରେଡ୍ଡି ପାଲନାଡୁର ରେଣ୍ଟାପାଲ୍ଲା ଗାଁ ଅଭିମୁଖେ ଯାଉଥିବା ସମୟରେ ତାଙ୍କ…