ପୂର୍ବତନ ଭାଜପା ବିଧାୟକଙ୍କ ଦ୍ୱିତୀୟ ବିବାହରେ ଦଳ ଦେଲା ଏମିତି ଉପହାର, ଯାହା ଶୁଣିଲେ ଲାଗୁଛି ଆଶ୍ଚର୍ଯ୍ୟ ହରିଦ୍ୱାର,୨୪।୬: ଉତ୍ତରାଖଣ୍ଡ ହରିଦ୍ୱାର ଜଲାର ଜ୍ୱାଲାପୁର ବିଧାନସଭା ଆସନରୁ ପୂର୍ବତନ ବିଧାୟକ ଏବଂ ଭାଜପା ନେତା ସୁରେଶ ରାଠୋରଙ୍କ ଦ୍ୱିତୀୟ ବିବାହ ବିବାଦ ଘେରକୁ ଆସିଛି। ରାଠୋର ସମ୍ପ୍ରତି ସାର୍ବଜନୀନ ଭାବରେ ସହାରନପୁର ନିବାସୀ ଅଭିନେତ୍ରୀ ଉର୍ମିଳା ସାନୱାରଙ୍କ ସହିତ ତାଙ୍କର…