ଜି. ଉଦୟଗିରିରେ ପ୍ରବଳ ଶୀତ: କୁହୁଡ଼ି ସାଙ୍ଗକୁ… ଜି.ଉଦୟଗିରି,୭ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଜିଲା ଜି ଉଦୟଗିରି। ବୁଧୁବାର ସହରର ତାପମାତ୍ରା ୩ ଡିଗ୍ରୀ ରହିଛି। ଏହା ଚଳିତ ବର୍ଷର ସବୁଠାରୁ କମ୍ ତାପମାତ୍ରା। ଆଜି ମଧ୍ୟ ଜି ଉଦୟଗିରିରେ ରାଜ୍ୟର ସବୁଠାରୁ...