Tag Archives: Flipkart

ଭାରତୀୟ କୁଇକ୍ କମର୍ସ ବଜାରରେ ଡିସକାଉଣ୍ଟ ଝଡ଼: ଆମାଜନ-ଫ୍ଲିପକାର୍ଟ ପ୍ରବେଶ ପରେ ବଢ଼ିଲା କମ୍ପିଟିସନ

ନୂଆଦିଲ୍ଲୀ,୨୬।୧: ଭାରତର କୁଇକ୍ କମର୍ସ ବଜାରରେ ଏବେ ଏକ ବଡ଼ ଧରଣର ମୂଲ୍ୟ ଯୁଦ୍ଧ ବା ‘ପ୍ରାଇସ୍ ଓ୍ୱାର’ ଆରମ୍ଭ ହୋଇଛି। ଇ-କମର୍ସ ଜଗତର ଦୁଇ ବଡ଼ କମ୍ପାନୀ ଆମାଜନ ଏବଂ ଫ୍ଲିପକାର୍ଟ ଏହି କ୍ଷେତ୍ରରେ ପ୍ରବେଶ କରିବା ପରେ ଏହି…

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ସ୍ୱିଗି, ଜୋମାଟୋରୁ ଫ୍ଲିପକାର୍ଟ ପର୍ଯ୍ୟନ୍ତ, ଡେଲିଭରି କର୍ମଚାରୀମାନେ ଆଜି…

Flipkartରେ ଜିନିଷ ବିକି କମାଇପାରିବେ ଟଙ୍କା, ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ନୂଆଦିଲ୍ଲୀ,୨୪।୯: ଯଦି ଆପଣ ଚାକିରି କରନ୍ତି କିମ୍ବା ବ୍ୟବସାୟ ଚଳାଉଥାନ୍ତି, ତେବେ ଆପଣ ହୁଏତ କୌଣସି ସମୟରେ ଅନଲାଇନ ବ୍ୟବସାୟ ଆରମ୍ଭ କରିବା କିମ୍ବା ଅନଲାଇନ ସାମଗ୍ରୀ ବିକ୍ରି କରିବା ବିଷୟରେ ଚିନ୍ତା କରିଥିବେ। ତେବେ ଏହି ସମୟରେ Flipkart ଭଳି…

ଫ୍ଲିପକାର୍ଟକୁ ମିଳିଲା RBI ମଞ୍ଜୁରୀ: ଗ୍ରାହକଙ୍କୁ ସିଧାସଳଖ ପ୍ରଦାନ କରିପାରିବ ଋଣ

ମୁମ୍ବାଇ,୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଓ୍ଵାଲମାର୍ଟ ମାଲିକାନାରେ ଥିବା ଇ-କମର୍ସ ଦିଗ୍ଗଜ ଫ୍ଲିପକାର୍ଟକୁ ଏକ ନନ୍-ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ (NBFC) ଲାଇସେନ୍ସ ପ୍ରଦାନ କରିଛି, ଯାହା ଏହାକୁ ଗ୍ରାହକ ଏବଂ ବିକ୍ରେତାମାନଙ୍କୁ ସିଧାସଳଖ ଋଣ ପ୍ରଦାନ କରିବାରେ ସକ୍ଷମ କରିବ।…

ଆମାଜନ-ଫ୍ଲିପକାର୍ଟରେ ବିକ୍ରି ହେବ ନାହିଁ ପାକିସ୍ତାନ ପତାକା! କେନ୍ଦ୍ର ନୋଟିସ ଜାରି କରି କହିଲା…

ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ, ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ପାକିସ୍ତାନୀ ପତାକା ବିକ୍ରୟ ଉପରେ ରୋକ ଲଗାଇଛନ୍ତି। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ବୁଧବାର (୧୪ ମଇ, ୨୦୨୫)ରେ…

ଆମାଜାନ ଏବଂ ଫ୍ଲିପକାର୍ଟ ଭେଣ୍ଡର୍ସଙ୍କ ଉପରେ ଚଢ଼ାଉ କଲା ED, ଏକକାଳୀନ ୧୬ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୭ା୧୧: ଆମାଜନ ଏବଂ ଫ୍ଲିପକାର୍ଟ ପରି ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ସହିତ ଜଡିତ କିଛି ବିକ୍ରେତାଙ୍କ ଉପରେ ଇଡି ଚଢ଼ାଉ କରିଛି। ଏହି ଚଢ଼ାଉ ଦେଶର ୧୫ ରୁ ୧୬ ଟି ସ୍ଥାନରେ କରାଯାଇଛି। ବୈଦେଶିକ ବିନିମୟ ନିୟମ ଉଲଂଘନ କାରଣରୁ…

୧୫ ମିନିଟ୍‌ରେ ଡେଲିଭରି କରିବ ଫ୍ଲିପ୍‌କାର୍ଟ, ଲଞ୍ଚ କରିବ ନୂଆ ଆପ୍‌

ମୁମ୍ବାଇ,୨୧।୬: ଇକମର୍ସ ସଂସ୍ଥା ଫ୍ଲିପକାର୍ଟ ଏହାର ତ୍ୱରିତ ଡେଲିଭରି ଆପ୍ ‘ଫ୍ଲିପକାର୍ଟ ମିନିଟ୍ସ’ ଜୁଲାଇରେ ଆରମ୍ଭ କରିବାକୁ ଯାଉଛି। ଗତ କିଛି ବର୍ଷ ମଧ୍ୟରେ ଦ୍ରୁତ ବାଣିଜ୍ୟ ସ୍ଥାନକୁ ପ୍ରବେଶ କରିବାକୁ ଦୁଇଥର ବିଫଳ ପ୍ରୟାସ ପରେ ଫ୍ଲିପକାର୍ଟର ଏହାର ତୃତୀୟ…

ଅନଲାଇନ୍‌ରେ ମଗାଇଥିଲେ ଫୋନ୍‌, ପାର୍ସଲରେ ଖୋଲିବା ପରେ ଉଡିଲା ହୋସ୍‌

ନୂଆଦିଲ୍ଲୀ,୧୯।୩: ବର୍ତ୍ତମାନ ସମୟରେ ଲୋକମାନେ ଅନଲାଇନରେ ସବୁକିଛି କିଣିବାକୁ ପସନ୍ଦ କରୁଛନ୍ତି। କାରଣ ଅନ୍‌ଲାଇନ୍‌ ଶପିଂ ସେମାନେ ଭଲ ରିହାତି ପାଉଛନ୍ତି। ଦୋକାନରୁ ଦୋକାନକୁ ବୁଲିବାକୁ ପଡ଼ୁନାହିଁ। ବିଶେଷକରି ଅନ୍‌ଲାଇନ୍‌ରେ ମୋବାଇଲ ଫୋନ କିଣିବା ଟ୍ରେଣ୍ଡ ପାଲଟିଲାଣି। ଲୋକମାନେ ଅନଲାଇନରେ ଫୋନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri