Operation Sindoor: ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ପରେ ବନ୍ଦ ହେଲା ବିମାନ ଉଡାଣ, ଜାଣି ନିଅନ୍ତୁ କେମିତି କରିବେ ଯାତ୍ରା ନୂଆଦିଲ୍ଲୀ,୭।୫: ସମୟ ରାତି ପ୍ରାୟ ୧ଟା ୫୪। ଭାରତର ଆରମ୍ଭ କଲା ‘ଅପେରସନ ସିନ୍ଦୂର’ । ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବର୍ଷିଲା ବୋମା । ଘନ ଘନ ମିଶାଇଲ ମାଡରେ ଧ୍ୱଂସ ହୋଇଗଲା ଆତଙ୍କୀ ଗଡ଼ ।...