ଓଡ଼ିଶାରେ ବଢିବ ଏନ୍.ସି.ସି. କାଡେଟ୍ ସଂଖ୍ୟା: କାଡେଟମାନଙ୍କୁ ମିଳିବ ବିମାନ ଉଡାଣ ପ୍ରଶିକ୍ଷଣ ଭୁବନେଶ୍ୱର, ୧୦।୨: ଏନ୍.ସି.ସି. ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍ ସିଂହ ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ଏନ୍.ସି.ସି.ର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନାରୁ ଜଣାଯାଇଛି ଯେ, ଓଡ଼ିଶାରେ ଏନ୍.ସି.ସି.ର...