ଯୁଦ୍ଧ ପାଇଁ ବଢ଼ିବ ବିମାନ ଟିକେଟ୍ର ଦାମ୍, ଜାଣନ୍ତୁ କେତେ… ନୂଆଦିଲ୍ଲୀ,୧୧ା୩: ଯଦି ବିମାନ ଯାତ୍ରା ପାଇଁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଟିକେଟ୍ ପାଇଁ ଟିକେ ଅଧିକ ଦେୟ ଦେବାକୁ ପଡ଼ିପାରେ। ବିମାନ କମ୍ପାନୀଗୁଡ଼ିକର ବର୍ଦ୍ଧିତ ମୂଲ୍ୟ ଏବେ ଯାତ୍ରୀଙ୍କ ପକେଟ୍କୁ ପ୍ରଭାବିତ କରୁଛି। ବିମାନ କମ୍ପାନୀଗୁଡ଼ିକ ବିମାନ ଟର୍ବାଇନ ଇନ୍ଧନର…