ବିମାନ ଅବତରଣ କରିବାର ଘଣ୍ଟାଏ ପୂର୍ବରୁ କ୍ଷେପଣାସ୍ତ୍ର ମାଡ଼, ଆଉ ତା’ ପରେ… ଆବୁଧାବି/ନୂଆଦିଲ୍ଲୀ,୪ା୫: ରବିବାର ଦିଲ୍ଲୀରୁ ତେଲ ଅଭିଭ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଆବୁଧାବିକୁ କନଭର୍ଟ କରାଯାଇଛି। ଇସ୍ରାଏଲର ଏକ ସହରର ବିମାନବନ୍ଦର ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିମାନଟିର ଦିଗ ପରିବର୍ତ୍ତନ କରାଯାଇଥିଲା। ସୂତ୍ର ଅନୁଯାୟୀ, ବୋଇଂ ୭୮୭ ବିମାନ…