ନୂଆ ଲେବର କୋଡ୍ ସ୍ଥାୟୀ ଚାକିରି ପ୍ରତି କ’ଣ ବିପଦ? ପ୍ରଭାବିତ ହେବେ ଏସବୁ କର୍ମଚାରୀ ନୂଆଦିଲ୍ଲୀ,୨୫।୧୧: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶ୍ରମ ସଂହିତା (Labour Codes) କର୍ମଚାରୀ ନିଯୁକ୍ତି, ଦରମା ଏବଂ ସୁବିଧା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏହାର ସବୁଠୁ ବଡ଼ ପ୍ରଭାବ ହେଉଛି ‘ଚୁକ୍ତିଭିତ୍ତିକ କର୍ମଚାରୀ’ଙ୍କୁ ଏକ...