ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଗଞ୍ଜାମ,୧ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ଜଣେ ମତ୍ସ୍ୟଜୀବୀ କେନାଲରେ ମାଛ ମାରୁଥିବା ତାଙ୍କର ମୃତ୍ୟୁ ଘଟିଥିବା ସହରରେ ଚର୍ଚ୍ଚା ହେଉଛ। ମୃତ ବ୍ୟକ୍ତି ହେଉଛନ୍ତି ପୋ ଗ୍ରାମର ସି ଏଚ୍...