ସରସ୍ବତୀ ପୂଜାରେ କାହିଁକି ଖାଆନ୍ତି ମାଛ? ଇଲିଶିକୁ ସିନ୍ଦୂର ଲଗାଇ…ଏହି ପ୍ରଥା ଜାଣିଲେ ତାଜୁବ ହେବେ ବସନ୍ତ ପଞ୍ଚମୀ ଦିନ ମାଛ ଖାଇବାର ପ୍ରଥା ବାବଦରେ ଆପଣ ଜାଣିନଥିବେ । ଜାଣନ୍ତୁ କାରଣ। ଚଳିତ ବର୍ଷ ଫେବୃୟାରୀ ୨ରେ ଅର୍ଥାତ ଆସନ୍ତା କାଲି ସରସ୍ବତୀ ପୂଜା ପାଳନ କରାଯିବ। ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷରେ ଦେବୀ...