ପାଇପ୍ ଡିପୋରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ୍
ରାୟଗଡ଼ା,୯ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକର ଖୁରିଗାଁ ପେଟ୍ରୋଲ ପମ୍ପ ନିକଟ ମେଗା ଜଳ ପ୍ରକଳ୍ପରେ ଶନିବାର ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାଣି ପାଇପ୍ ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ…
କୋଇଲା ପ୍ଲାଣ୍ଟରେ ନିଆଁ: ଜିଅନ୍ତା ଜଳିଗଲେ ୨୫, ଅନେକ ଆହତ
ବେଜିଂ,୧୬ା୧୧:ଗୁରୁବାର ସକାଳେ ଚାଇନାରେ ଏକ ଦୁଃଖଦ ଘଟଣା ଘଟିଛି। ଉତ୍ତର ଶାନସି ପ୍ରଦେଶର ଲୁଲିଆଙ୍ଗରେ ଥିବା ଏକ କୋଇଲା କମ୍ପାନୀ ବିଲ୍ଡିଂରେ ନିଆଁ ଲାଗିବାରୁ ୨୫ ଜଣ ଜିଅନ୍ତା ଜଳିଯାଇଛନ୍ତି । ୪ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଏତେ ତୀବ୍ର ଥିଲା…
ଜଳିଗଲା ଘର, ଆସବାବପତ୍ର ପୋଡ଼ି ପାଉଁଶ
ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତର କମଳାପଦର ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟି ୨ ବଖରା ଜଳି ଯାଇଛି। ସୂଚନାନୁଯାୟୀ, ଆଜି ସନ୍ଧ୍ୟାରେ ହଠାତ୍ ନିଆଁ ଲାଗି ଗ୍ରାମର ସ୍ବର୍ଗତ ଦେବ ପାହାନଙ୍କ ୨…
ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଲାଗିଛି ଭୟଙ୍କର ନିଆଁ, ହୁତହୁତ୍ ହୋଇ ଜଳୁଛି ବଗି
ଲକ୍ଷ୍ନୌ,୧୫।୧୧: ନୂଆଦିଲ୍ଲୀ-ଦରଭଙ୍ଗା(୦୨୫୭୦) ସୁପରଫାଷ୍ଟ ଏକ୍ସପ୍ରେସ୍ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଉତ୍ତରପ୍ରଦେଶ ଇଟାଓ୍ବାର ସରାୟ ଭୂପତ ରେଳ ଷ୍ଟେଶନ ନିକଟରେ ଏକ୍ସପ୍ରେସ୍ର ୩ ବଗି ହୁତହୁତ୍ ହୋଇ ଜଳୁଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚୁଛନ୍ତି। ତେବେ ଖବର…
Archives


