୧ ନଂ ଭୂତଳ ମାର୍କେଟ୍ରେ ଭୟଙ୍କର ନିଆଁ: ଜଳିଗଲା ଏକାଧିକ ଦୋକାନ ଭୁବନେଶ୍ୱର,୧ା୧୧: ରାଜଧାନୀ ଭୁବନେଶ୍ୱରସ୍ଥିତ ୧ ନଂ ଭୂତଳ ମାର୍କେଟ୍ରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ଏକାଧିକ କପଡ଼ା ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪/୫ ଘଣ୍ଟା ପରିଶ୍ରମ କରିବା ପରେ ଏହି ନିଆଁ...