କାଲି ୪ଟାରେ ଓଡ଼ିଶାର ଏସବୁ ସ୍ଥାନରେ ବାଜିବ ସାଇରନ୍, ଜାଣନ୍ତୁ କ’ଣ କହିଲେ ଅଗ୍ନିଶମ ଡିଜି? ଭୁବନେଶ୍ୱର,୬।୫: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବାଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ପହଲଗାମ ଆକ୍ରମଣର ପ୍ରତିଶୋଧ ନିଶ୍ଚିତ ଭାବରେ ନିଆଯିବ। ଏହି ପରିପ୍ରେକ୍ଷୀରେ ମେ’ ୭ରେ...