କପଡ଼ା ବ୍ୟବସାୟୀଙ୍କ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୫ ଶିଶୁଙ୍କ ସମେତ ୬ ମୃତ ମେରଠ,୨୪।୨: ଉତ୍ତର ପ୍ରଦେଶର ମେରଠ ଜିଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ସୋମବାର (୨୩ ଫେବୃଆରୀ) ରାତିରେ ଲିସାଡି ଗେଟ ଥାନା ଅଞ୍ଚଳ ଅନ୍ତର୍ଗତ କିଡୱାଇ ନଗରରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏକ ସୁଖର ସଂସାରକୁ ସମ୍ପୂର୍ଣ୍ଣ…