ସରିଥିଲା ନିର୍ବନ୍ଧ, ହେଲେ ଅନ୍ତିମ ସଂସ୍କାରରେ ପହଞ୍ଚି ଭାବି ସ୍ବାମୀଙ୍କ ମୁହଁ ଥରଟିଏ ଦେଖିବାକୁ ବିକଳ ହେଲେ ଫିଆନ୍ସି, ଦେଖନ୍ତୁ Video ରଓ୍ବୋଡି,୪।୪: ଦୁଇ ଦିନ ପୂର୍ବରୁ ଗୁଜରାଟର ଜାମନଗରରେ ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଫ୍ଲାଇଟ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ଶୁକ୍ରବାର ଗାଁ ଭାଲକି ମାଜରାରେ ସାମରିକ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ସମ୍ପର୍କୀୟ ଭାଇ…