ଦୀପାବଳୀରେ କର୍ମଚାରୀଙ୍କୁ SUV କାର୍ ଉପହାର ଦେଲେ ମାଲିକ, ସୋସିଆଲ୍ ମିଡିଆରେ ଚର୍ଚ୍ଚା ନୂଆଦିଲ୍ଲୀ,୨୦।୧୦: ଚଣ୍ଡିଗଡ଼ର ଏକ ଫାର୍ମା କମ୍ପାନୀ ମାଲିକ ଦୀପାବଳୀରେ କର୍ମଚାରୀଙ୍କୁ ୫୧ଟି ବିଳାଶପୂର୍ଣ୍ଣ ଏସୟୁଭି କାର୍ (ସ୍କର୍ପିଓ) ଉପହାର ଦେଇ ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଭାଇରାଲ୍ ଭିଡିଓରେ MITS ଗ୍ରୁପ୍ ସଂସ୍ଥାପକ ତଥା ଅଧ୍ୟକ୍ଷ ଏମ୍କେ ଭାଟିଆ କର୍ମଚାରୀଙ୍କୁ କାର୍ ଚାବି…