୧୦ ମିନିଟ୍ରେ ୨୬୦୦୦ ଫୁଟ ଉପରୁ ଖସିଲା ବିମାନ, ଏଥିରେ ଥିଲେ ୧୯୧ ଯାତ୍ରୀ, ଲେଖିଲେ ଏମିତି ଶେଷ ଏସ୍ଏମ୍ଏସ୍ ଟୋକିଓ,୨ା୭: ଜାପାନରେ ଆଉ ଏକ ବିମାନ ପ୍ରାୟ ୨୬୦୦୦ ହଜାର ଫୁଟ ଉଚ୍ଚତାରୁ ଖସିବା ଦେଖି ଯାତ୍ରୀମାନେ ଏଥିରେ ଶେଷ ବିଦାୟ ଏସ୍ଏମ୍ଏସ୍ ଲେଖିଥିଲେ। ଏହି ବୋଇଂ ୭୩୭ ବିମାନଟି ଚାଇନାରୁ ଜାପାନର ରାଜଧାନୀ ଟୋକିଓ ଅଭିମୁଖେ ଉଡ଼ାଣ ଭରୁଥିଲା।...