ପେଟ୍ରୋଲ୍ ପମ୍ପ ନିକଟରୁ ମୋବାଇଲ୍ ଛଡ଼େଇ ନେଉଥିଲେ ବାପ-ପୁଅ, ମାଡ଼ିବସିଲେ ଲୋକେ ଭୁବନେଶ୍ୱର,୨୦।୧୦: ରାଜଧାନୀ ଭୁବନେଶ୍ୱରରେ ସୋମବାର ଜଣେ ବାପା ଓ ତାଙ୍କ ପୁଅଙ୍କୁ ମୋବାଇଲ୍ ଛଡାଇ ନେଉଥିବା ବେଳେ ମାଡି ବସିଛନ୍ତି ଲୋକେ। ନୂଆଗାଁ ପେଟ୍ରୋଲ୍ ପମ୍ପ ନିକଟରେ ଏହି ଘଟଣା ଘଟିଛି। ଅଜିତ୍ କୁମାର ରାୟ ନାମକ ଜଣେ ବ୍ୟକ୍ତି...