”ଶ୍ୱଶୁର ମୋତେ ଆଲିଙ୍ଗନ କଲେ”: ନିଆଁ ଲଗାଇ ଆତ୍ମହତ୍ୟା କଲେ ମହିଳା ନୂଆଦିଲ୍ଲୀ,୨୩।୭: ତାମିଲନାଡୁର ରାମନାଥପୁରମ ଜିଲାର ଜଣେ ୩୨ ବର୍ଷୀୟା ମହିଳା ରଞ୍ଜିତା ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଶ୍ୱଶୁରଙ୍କ ଦ୍ୱାରା ଦୀର୍ଘ ଦିନ ଧରି ଯୌନ ନିର୍ଯାତନା ଏବଂ ଶାଶୁଘର ଲୋକଙ୍କ ଦ୍ୱାରା ଯୌତୁକ ନେଇ ହଇରାଣର…