Tag Archives: father

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ମନୋଜଙ୍କୁ ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର…

ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ ହତ୍ୟା, ଅଭିଯୋଗ ଆଣି ପୁଅ କହିଲେ ମୋ’ ବାପାଙ୍କୁ…

ଆନନ୍ଦପୁର/ବଞ୍ଚୋ,୨୧ା୨(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ଠିକା କାମରେ ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ କିଛି ଅସାମାଜିକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲା ଘସିପୁରା ଥାନା ଦେଓଗାଁ ପଞ୍ଚାୟତ ଡିହସାହି ଗାଁର ବିପିନ ପରିଡ଼ାଙ୍କୁ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ପ୍ରତି, ରିପୋର୍ଟ ଆସିଛି ଯେ ବୈଭବ ସୂର୍ଯ୍ୟବଂଶୀ…

୮୦ ମିନିଟ ପର୍ଯ୍ୟନ୍ତ କାର ଉପରେ ଟର୍ଚ୍ଚ ଲାଇଟ ଜଳାଇ ଚିତ୍କାର କରୁଥିଲେ ସଫ୍ଟୱେର୍‌ ଇଞ୍ଜିନିୟର, ହେଲେ ନାଚାର ଥିଲେ ପିତା

ନୋଏଡା,୧୮।୧: ନୋଏଡାର ସେକ୍ଟର ୧୫୦ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨୭ ବର୍ଷୀୟ ସଫ୍ଟୱେର୍‌ ଇଞ୍ଜିନିୟର ଯୁବରାଜ ମେହେଟ୍ଟାଙ୍କ ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁ ତାଙ୍କ କାର ନିର୍ମାଣାଧୀନ ଏକ ମଲର ପାଣିରେ ବୁଡ଼ି ରହିଥିବା ବେସମେଣ୍ଟରେ ପଡ଼ିଗଲା। ସ୍ଥାନୀୟ…

କୁମୁଡ଼ ହତ୍ୟାକାଣ୍ଡ ଘଟଣା: ସିନ୍‌ ରିକ୍ରିଏସନ୍‌ ପରେ ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର,୧୪ା୧(ସୁଶାନ୍ତ କୁମାର ସାହୁ): ଜମିବାଡ଼ି ବିବାଦ ପାଇଁ କକାଙ୍କ ପରିବାର ସଂଘବଦ୍ଧ ଆକ୍ରମଣରେ ପୁତୁରାଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ କକା ଓ କକାପୁଅ ଭାଇ (ବାପ-ପୁଅ)ଙ୍କୁ ଗିରଫ କରିଛି ପୋଲିସ। ତେବେ ହତ୍ୟାକାଣ୍ଡ ଘଟଣାର ସିନ୍‌ ରିକ୍ରିଏସନ ପରେ ଘସିପୁରା ପୋଲିସ…

ପୁଅ ପାଲଟିଲେ ରାକ୍ଷସ, କରତରେ ମା-ବାପାଙ୍କ ମୁଣ୍ଡ କାଟି ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲେ, ପୋଲିସ ଆଗରେ କହିଲେ…

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶର ଜୌନପୁର ଜିଲାର ଜାଫରାବାଦ ଥାନା ଅଞ୍ଚଳର ଅହମଦପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହି ଗାଁର ୩୭ ବର୍ଷୀୟ ଅମ୍ବେଶ କୁମାର ତାଙ୍କର ୬୦ ବର୍ଷୀୟା ମା’ ବବିତା ଏବଂ ୬୨ ବର୍ଷୀୟ ବାପା ଶ୍ୟାମଲାଲଙ୍କୁ…

Delhi Blast: ଡା. ଶାହିନଙ୍କ ଗିରଫ ପରେ ସାମ୍ନାକୁ ଆସିଲା ତାଙ୍କ ବାପାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ଲକ୍ଷ୍ନୌ,୧୧।୧୧: ଫରିଦାବାଦରୁ ଡକ୍ଟର ଶାହିନଙ୍କ ଗିରଫଦାରୀ ଲକ୍ଷ୍ନୌରେ ତାଙ୍କ ପରିବାର ପାଇଁ ଏକ ଅଘଟଣ ପରି ଥିଲା। ଲାଲବାଗ ବାସଭବନ ଏବଂ ଡାଲିଗଞ୍ଜରେ ତାଙ୍କ ପୁରୁଣା ଘରେ ପୋଲିସର ଉପସ୍ଥିତି ସମଗ୍ର ଅଞ୍ଚଳକୁ ଚର୍ଚ୍ଚାକୁ ଆଣିଛି। ଯେତେବେଳେ ଶାହିନଙ୍କ ବାପା ତାଙ୍କ…

କେନାଲରୁ ମିଳିଲା ପୁଅର ଗଳାକଟା ମୃତଦେହ, ଦାଦାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ବାପା କହିଲେ …

କଟକ ସଦର,୨ା୧୧(ସୁଶାନ୍ତ କୁମାର ଜେନା): କିଶନନଗର ଥାନା ଅନ୍ତର୍ଗତ ଥୋରିଆପଡ଼ା ଗ୍ରାମର ନିଖୋଜ ଯୁବକ ଦିଲ୍ଲୀପ ଭୋଇ (୨୪)ର ଗଳାକଟା ମୃତଦେହ ରବିବାର ସକାଳୁ ତାଳଦଣ୍ଡା କେନାଲର ଅଇନିପୁର ସ୍ବାଇଁ ସାହି ନିକଟରୁ ଉଦ୍ଧାର କରାଯାଇଛି। କେନାଲରେ ମୃତଦେହ ଭାସୁଥିବା ଖବର…

ବାପାଙ୍କୁ ହାଣି ମାଟିରେ ପୋତିଦେଲେ ପୁଅ

ଦେବଗଡ଼,୮ା୧୦(ଶଶାଙ୍କ ଶେଖର ଝାଙ୍କର): ନିଜ ଜନ୍ମଦାତାଙ୍କୁ ଟାଙ୍ଗିଆରେ ହାଣି ମାଟିରେ ପୋତିଦେଇଛନ୍ତି ଜଣେ ନୃଶଂସ ପୁଅ। ଏଭଳି ଅଭାବନୀୟ କାଣ୍ଡ ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଔତଳ ଗାଁରେ। ସୂଚନା ଅନୁଯାୟୀ, ବୁଧବାର ସକାଳେ ପୁଅ ହୃଦାନନ୍ଦ ବେହେରା ଘରେ…

ଯୁବରାଜ ସିଂହଙ୍କ ପତ୍ନୀ ହେଜେଲଙ୍କୁ ନେଇ ଚମକାଇବା ଭଳି କଥା କହିଲେ ପିତା ଯୋଗରାଜ

ନୂଆଦିଲ୍ଲୀ,୨୫।୯: ଯୋଗରାଜ ସିଂହ ପ୍ରାୟତଃ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି, କିମ୍ବା ସେ ବିନା ଦ୍ୱିଧାରେ ଖୋଲାଖୋଲି ଭାବରେ ତାଙ୍କ ମନ କଥା କୁହନ୍ତି। ହେଲେ, ତାଙ୍କ କଥା ଅନେକ ସମୟରେ ବିବାଦ ସୃଷ୍ଟି କରେ। ସମ୍ପ୍ରତି…

କାନ୍ଥପଡ଼ି ଚାଲିଗଲା ମା-ବାପାଙ୍କ ଜୀବନ, ଝିଅ ଗୁରୁତର

ବସ୍ତା,୨୨ା୯(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ମହାଦେବସରାଇ ଗ୍ରାମରେ ରବିବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ମା-ବାପାଙ୍କ ମୃତ୍ୟୁ ହେବା ସହ ଝିଅ ଗୁରୁତର ହେବା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନାନୁସାରେ, ରବିବାର…

ଦାଉ ସାଧିଲା ଦଇବ, ଏକାସାଙ୍ଗେ ଚାଲିଗଲା ବାପ-ପୁଅଙ୍କ ଜୀବନ

ରୂପ୍ରାରୋଡ୍‌,୨୨ା୯(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ଥାନା ନୂଆ ଦେହେଲିଠାରେ ନର୍ଲା ପଟୁ ଆସୁଥିବା ପିକଅପ୍‌ ନମ୍ବର AP39TC7705 ଧକ୍କା ଦେବାରୁ ସାମ୍ନା ପଟୁ ଆସୁଥିବା ଏକ ବାଇକ୍‌ ନମ୍ବର OD17 C0762ରେ ଗୋଟେ ପରିବାରର ୪ ଜଣ ଯାଉଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri