Tag Archives: Farooq Abdullah

ବିଗିଡ଼ିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସ୍ବାସ୍ଥାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର,୪।୧୦: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସ (ଏନସି) ସଭାପତି ଡକ୍ଟର ଫାରୁକ ଅବଦୁଲ୍ଲାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଶ୍ରୀନଗରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦଳୀୟ ନେତାଙ୍କ ଅନୁଯାୟୀ, ୮୭ ବର୍ଷୀୟ ଫାରୁକ…

‘ନା ଆମେ ପାକିସ୍ତାନୀ ଥିଲୁ, ନା ଅଛୁ, ନା କେବେ ହେବୁ…ଆମେ ହେଉଛୁ ଭାରତର ମୁକୁଟ’ 

ଶ୍ରୀନଗର,୪।୫: ଜମ୍ମୁ ଏବଂ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନ୍‌ସି) ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଫାରୁକ ଅବଦୁଲ୍ଲା ଶନିବାର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜମ୍ମୁ ଏବଂ କାଶ୍ମୀର ଭାରତର ଏକ…

‘ଚୁଡ଼ି ପିନ୍ଧି ନାହିଁ ପାକିସ୍ତାନ, ତା’ପାଖରେ ବି ଅଛି ଆଟମ ବମ…,’ ଫାରୁକ ଅବଦୁଲ୍ଲା ନେଲେ ୟୁଟର୍ନ

ନୂଆଦିଲ୍ଲୀ,୨।୫: ଜମ୍ମୁ-କଶ୍ମୀରର ପହଲଗାମ ଆକ୍ରମଣକୁ ନେଇ ଦେଶ ଚିନ୍ତାରେ ପଡ଼ିଯାଇଛି। ଭାରତର କ୍ରୋଧ ଯେକୌଣସି ସମୟରେ ପାକିସ୍ତାନ ଉପରେ ପଡ଼ିପାରେ। ଏହି ସମୟରେ, ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବାରମ୍ବାର ଓକିଲାତି କରୁଥିବା ଫାରୁକ ଅବଦୁଲ୍ଲା ମଧ୍ୟ ଏବେ ୟୁଟର୍ନ ନେଇଛନ୍ତି। ପହଲଗାମ ଆତଙ୍କବାଦୀ…

ଟଙ୍କା ହେରଫେର ମାମଲାରେ ହାଜର ହେବାକୁ ଫାରୁଖ ଅବଦୁଲ୍ଲାଙ୍କୁ ଇଡି ନୋଟିସ୍

ନୂଆଦିଲ୍ଲୀ, ୧୦।୧: ଜମ୍ମୁ କଶ୍ମୀର କ୍ରିକେଟ୍ ଆସୋସିଏସନରେ ଟଙ୍କା ହେରଫେର ଅଭିଯୋଗରେ ଆସନ୍ତାକାଲି ଅର୍ଥାତ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନ୍ୟାସନାଲ କନଫରେନ୍ସ ନେତା ତଥା ଲୋକସଭା ସଦସ୍ୟ ଫାରୁକ୍ ଅବଦୁଲ୍ଲାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ବର୍ତ୍ତମାନ ଫାରୁକ୍ ଅବଦୁଲ୍ଲା ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?