ଧାରଣା ବେଳେ ଚାଷୀ ବେହୋସ ଆନନ୍ଦପୁର,୨୫ା୪(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ପୌରପରିଷଦ ୧ ନଂ ଆଉ ୨ ନଂ ଓ୍ବାର୍ଡର ଚାଷୀମାନେ ଶୁକ୍ରବାର ସକାଳ ୧୦.୩୦ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର ହକ୍ ପାଇଁ ଧାରଣାରେ ବସିଥିବା ବେଳେ ଅସହ୍ୟ ତାତି ସାଙ୍ଗକୁ ଖରା ସହି...