ଟିଭି ଧାରାବାହିକ ‘Naagin’ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ଭିତରେ ଦେବୀ ମାତା! ଭିଡିଓ ଭାଇରାଲ୍ ନୂଆଦିଲ୍ଲୀ,୪।୧: ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଦେବୀ ଦୁର୍ଗା ପୂଜା ସମୟରେ ସେ ଏକ ଅଜବ ଆଚରଣ କରୁଥିବାର ଦେଖାଯାଉଛି, ଯାହା ଆଶ୍ଚର୍ଯ୍ୟଜନକ ହୋଇପାରେ।...