ମୋର ବିବାହ କଲେ ପରିସ୍ଥିତି ହେବ ଭୟଙ୍କର, କାହିଁକି ପରିବାରକୁ ଏମିତି ଧମକ ଦେଇଥିଲେ ସୋନମ? ରାଜ ସହ ସମ୍ପର୍କକୁ… ଇନ୍ଦୋର,୧୦।୬: ରାଜା ରଘୁବଂଶୀ ହତ୍ୟା ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ମୃତ ରାଜାଙ୍କ ଭାଇ ବିପିନ ରଘୁବଂଶୀ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ବିପିନ ଦାବି କରିଛନ୍ତି ଯେ ସୋନମ ବିବାହ ପୂର୍ବରୁ ତାଙ୍କ ମାଆଙ୍କୁ...