ନକଲି ଶିକ୍ଷକ ବିରୋଧରେ ଜିଲା ଆଦିବାସୀ ସଂଘ ରାଜସ୍ବ କମିଶନରଙ୍କ ଦ୍ୱାରସ୍ଥ ରିଷିଡ଼ା,୧ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମେତ ଜିଲାର ସମସ୍ତ ବ୍ଲକରେ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରୁଛନ୍ତି। ଦୀର୍ଘବର୍ଷ ହେଲା ଏହି ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲା ଆଦିବାସୀ ସଂଘ ପକ୍ଷରୁ...