ସାବଧାନ! ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏସବୁ WhatsApp ଫରଓ୍ବାର୍ଡ-ଭାଇରାଲ ବାର୍ତ୍ତା ଉପରେ କରନ୍ତୁନି ବିଶ୍ୱାସ, କେବଳ… ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ଉତ୍ତେଜନା ମଧ୍ୟରେ ମିଥ୍ୟା ଦାବି କରି ଅନେକ ମେସେଜ ଫରୱାର୍ଡ କରାଯାଉଛି। କିନ୍ତୁ ଆପଣ ନିଶ୍ଚିତ ହେବା ଉଚିତ ଯେ ଭାରତର ଅଧିକାଂଶ ସ୍ଥାନରେ ପରିସ୍ଥିତି ସ୍ବାଭାବିକ...