RBI ରିପୋର୍ଟ: ୨୦୦, ୫୦୦ ନକଲି ନୋଟ ବୃଦ୍ଧି, ଅସଲି ନୋଟ ଚିହ୍ନିବା ପାଇଁ ଜାଣନ୍ତୁ ଏହି ୧୭ଟି କଥା ମୁମ୍ବାଇ,୩୦।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ₹୨୦୦ ଏବଂ ₹୫୦୦ ମୂଲ୍ୟର ନକଲି ନୋଟ (ଫେକ ଇଣ୍ଡିଆନ କରେନ୍ସି ନୋଟ୍ସ – FICNs) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ₹୫୦୦…