ମହଙ୍ଗା ହେଲା ମେଟ୍ରୋ ଯାତ୍ରା
ନୂଆଦିଲ୍ଲୀ,୨୫।୮: ଦିଲ୍ଲୀର ଜୀବନରେଖା ମେଟ୍ରୋରେ ଯାତ୍ରା କରିବା ଏବେ ମହଙ୍ଗା ହୋଇଯାଇଛି। ସମସ୍ତ ମେଟ୍ରୋ ଲାଇନରେ ଭଡା ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁମାନେ କମ ଦୂରତା ଯାତ୍ରା କରୁଛନ୍ତି ସେମାନଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡିବ। ଅନ୍ୟପକ୍ଷରେ,...


