ପାକିସ୍ତାନ ଏକ୍ସପର୍ଟଙ୍କ ବଡ଼ ଦାବି, କହିଲେ ଭାରତ ସହ ହେବ ଭୟଙ୍କର ଯୁଦ୍ଧ, ସାଉଦି ଆରବ ଆମକୁ ଦେବ… ଇସଲାମାବାଦ,୧୦।୧୦: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ଯୁଦ୍ଧର ପୂର୍ବାନୁମାନ କରିଛନ୍ତି, ସାଉଦି ଆରବ ପାକିସ୍ତାନକୁ ସମର୍ଥନ କରିବ। ସେ ପାକିସ୍ତାନରେ ଅନୁଷ୍ଠିତ ଏକ କର୍ପସ କମାଣ୍ଡର ସମ୍ମିଳନୀରେ ଏହି ବିବୃତ୍ତି ଦେଇଛନ୍ତି, ଯେଉଁଥିରେ…