ବିହାରରେ କାମ ଦେଲାନି ପ୍ରଶାନ୍ତ କିଶୋରଙ୍କ ଷ୍ଟ୍ରାଟେଜି, ଏଗଜିଟ୍ ପୋଲ୍ରେ ବଡ ଝଟକା ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ତାଙ୍କ ‘ଜନ ସୁରାଜ’ ଦଳର ଭାଗ୍ୟ ବିଷୟରେ କହିଥିଲେ ଯେ, “ଅର୍ଶ ପେ ୟା ଫର୍ଶ ପେ” (ଶିଖରରେ କିମ୍ବା ତଳେ)। ଅର୍ଥାତ୍ ଦଳ...