Dhanteras 2025: କେବେ ଧନତେରାସ ୧୮ ନା ୧୯, କେବେ କରିବେ କିଣାକିଣି, ଜାଣନ୍ତୁ ସଠିକ ଦିନ ଓ ଶୁଭ ମୁହୂର୍ତ୍ତ ନୂଆଦିଲ୍ଲୀ,୧୭।୧୦: ଦୀପାବଳି ପର୍ବ ଆଉ କିଛି ଦିନ ବାକି ଅଛି। ଏହା ପବିତ୍ର ପର୍ବ ଧନତେରାସ ସହିତ ଆରମ୍ଭ ହୁଏ ଏବଂ ଭାଇ ଦ୍ୱିତୀୟା ସହିତ ଶେଷ ହୁଏ। ପ୍ରତିବର୍ଷ, ଏହି ପର୍ବ କାର୍ତ୍ତିକ ମାସର ଅନ୍ଧାର ପକ୍ଷର ତ୍ରୟୋଦଶ...