ନୂଆପଡ଼ା ଉପନିର୍ବାଚନରେ EVM ଟ୍ୟାମ୍ପରିଂ ଅଭିଯୋଗ ଆଣିଲା ବିଜେଡି, ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବ ଦଳ ଭୁବନେଶ୍ୱର,୨୩।୧୧: ନୂଆପଡା ଉପନିର୍ବାଚନରେ ସରକାରଙ୍କ ପ୍ରାୟୋଜିତ ବଡ଼ ଧରଣର ଜାଲିଆତି ହୋଇଥିବା ଅଭିଯୋଗ କରିଛି ଓଡ଼ିଶାର ବିରୋଧୀ ଦଳ ବିଜେଡି। ନ୍ୟାୟ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବ ବୋଲି କହିଛି ବିଜେଡି। ବିରୋଧୀ ଦଳ ନେତା ତଥା ପୂର୍ବତନ…