ଇଭିର ଉତ୍ପାଦନର ହବ୍ ପାଲଟିବ ଭାରତ, ନୂଆ ଇଲେକ୍ଟ୍ରିକ ଭେଇକିଲ ନୀତିକୁ ଅନୁମୋଦନ କଲେ ସରକାର ନୂଆଦିଲ୍ଲୀ, ୧୫।୩: ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଇଲେକ୍ଟ୍ରିକ ଭେଇକିଲ (ଇଭି) ଯେପରି ଦେଶରେ ଉତ୍ପାଦନ ହୋଇ ପାରିବ, ସେଥିପାଇଁ ଭାରତକୁ କେନ୍ଦ୍ର ସରକାର ଏକ ଉତ୍ପାଦନ ସ୍ଥଳରେ ପରିଣତ କରିବା ପାଇଁ ଏକ ଯୋଜନାକୁ ଅନୁମୋଦନ କରିଛନ୍ତି ।...