ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଆଲର୍ଟ ହେଲା ଏହି ଏୟାରଲାଇନ୍ସ, କର୍ମଚାରୀଙ୍କ ପାଇଁ ଜାରି କଲା କଡ଼ା ନିର୍ଦ୍ଦେଶ ଆବୁଧାବି,୧୪।୭: ଆବୁଧାବିର ପ୍ରମୁଖ ବିମାନ କମ୍ପାନୀ ଏତିହାଦ ଏୟାରୱେଜ ଏହାର ପାଇଲଟମାନଙ୍କୁ ଉଡ଼ାଣ ସମୟରେ ଅତ୍ୟନ୍ତ ସତର୍କତାର ସହିତ ବୋଇଂ ୭୮୭ ବିମାନରେ ଇନ୍ଧନ ନିୟନ୍ତ୍ରଣ ସ୍ବିଚ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ, ଏହି ସ୍ବିଚଗୁଡ଼ିକର ଲକିଂ ସିଷ୍ଟମ…