ମୁଁ ଦଲାଲ ନୁହେଁ…ହେଲେ ୨୦୦କୋଟି କମାଉଛି, ଏମିତି କାହିଁକି କହିଲେ ଗଡକରୀ ନୂଆଦିଲ୍ଲୀ,୧୪।୯: ଗତ କିଛି ମାସ ମଧ୍ୟରେ ଦେଶରେ ଇଥାନଲକୁ ନେଇ ଏକ ବିବାଦ ଦେଖାଦେଇଥିଲା। ଲୋକମାନେ କହୁଥିଲେ ଯେ ଇଥାନଲ ଯୋଗୁଁ ସେମାନଙ୍କ ଗାଡ଼ି କ୍ଷତିଗ୍ରସ୍ତ ହେଉଛି। ସମ୍ପୂର୍ଣ୍ଣ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଥିଲା। ଏଥିପାଇଁ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ…