୧୫ ରାଣୀ, ୩୦ ପିଲାଙ୍କୁ ଧରି ଆବୁଧାବି ପହଞ୍ଚିଲେ ଏହି ରାଜା, ସମସ୍ତେ ଦେଖି… ଆବୁଧାବି,୭।୧୦: ଆଫ୍ରିକୀୟ ଦେଶ ଏସ୍ବାତିନିର ରାଜା ମସ୍ବାତି ତୃତୀୟ ପୁଣିଥରେ ଖବରରେ ଅଛନ୍ତି। ସେ ପ୍ରାୟତଃ ତାଙ୍କର ରାଜକୀୟ ଜୀବନଶୈଳୀ ପାଇଁ ଶିରୋନାମାରେ ରହିଥାଆନ୍ତି, କିନ୍ତୁ ଏଥର, ସେ ତାଙ୍କର ୧୫ ପତ୍ନୀ ଏବଂ ୩୦ ସନ୍ତାନଙ୍କ ପାଇଁ ଚର୍ଚ୍ଚାରେ...