୨୦୨୪-୨୫ ପାଇଁ ସୁଧହାର ଉପରେ ବଡ଼ ନିଷ୍ପତ୍ତି ନେଲା EPFO ମୁମ୍ବାଇ, ୨୮।୨: ଇପିଏଫଓ ଶୁକ୍ରବାର ୨୦୨୪-୨୫ ପାଇଁ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଜମା ଉପରେ ୮.୨୫ ପ୍ରତିଶତ ସୁଧ ହାର ବଜାୟ ରଖିଛି। ଫେବୃଆରୀ ୨୦୨୪ ରେ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ୨୦୨୩ -୨୪ ପାଇଁ...