EPFO ଆକାଉଣ୍ଟଧାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି, ବିନା କାଗଜପତ୍ରରେ ଆକାଉଣ୍ଟକୁ ୧୦ ହଜାର କୋଟି…. ନୂଆଦିଲ୍ଲୀ,୨୩।୨: ଶ୍ରମ ମନ୍ତ୍ରଣାଳୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPFO) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଆକାଉଣ୍ଟଧାରୀଙ୍କ ସମସ୍ୟା ଦୂର କରିବ । ସୂତ୍ର ଅନୁଯାୟୀ,୧୦୦୦ କିମ୍ବା ତା’ଠାରୁ କମ୍ ଜମା ଥିବା ନିଷ୍କ୍ରିୟ…