Tag Archives: Entertainment

ଧନୁଷଙ୍କୁ ଡେଟ୍‌ କରୁଛନ୍ତି ମୃଣାଲ? ନିଜେ ଏହି ରାଜ୍‌ ଖୋଲିଲେ ଅଭିନେତ୍ରୀ

ମୁମ୍ବାଇ: ନିକଟରେ ଦକ୍ଷିଣ ସୁପରଷ୍ଟାର ଧନୁଷ ଏବଂ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ଲିଙ୍କଅପ ବିଷୟରେ ଅନେକ ପ୍ରକାରର ଖବର ଆସିଥିଲା। ଧନୁଷଙ୍କୁ ମୃଣାଳଙ୍କ ଜନ୍ମଦିନ ପାର୍ଟିରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେମାନେ ପରସ୍ପରର ହାତ ଧରିଥିବାର ଦେଖାଯାଇଥିଲା। ଏବେ...

କପିଲ ଶର୍ମାଙ୍କ ସୁରକ୍ଷା ବଢାଇଲା ପୋଲିସ: ସଲମାନଙ୍କ ସହ ବନ୍ଧୁତା ପଡ଼ିଲା ମହଙ୍ଗା

ମୁମ୍ବାଇ: କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ ପରେ, ମୁମ୍ବାଇ ପୋଲିସ ସତର୍କ ହୋଇଯାଇଛି। ପୋଲିସ ହାସ୍ୟ ଅଭିନେତାଙ୍କ ସୁରକ୍ଷା ବୃଦ୍ଧି କରିଛି। କପିଲଙ୍କ ରେଷ୍ଟୁରାଣ୍ଟରେ ଶେଷ ଥର ପାଇଁ ୮ ଅଗଷ୍ଟରେ ଆକ୍ରମଣ ହୋଇଥିଲା, ଯାହା ଗୋଟିଏ ମାସ...

ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଆହାନ! ଭାଇରାଲ ହେଉଛି I Love You ପୋଷ୍ଟ

ମୁମ୍ବାଇ: ମୋହିତ ସୁରିଙ୍କ ନିର୍ଦ୍ଦେଶିତ ‘ସାୟାରା’ ବକ୍ସ ଅଫିସରେ ଧମାକା କରୁଛି। ଫିଲ୍ମରେ ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି। ସାୟାରାକୁ ନେଇ ସବୁଠି ଆଲୋଚନା ହେଉଛି। ଫିଲ୍ମଟି ସକାରାତ୍ମକ ସମୀକ୍ଷା ପାଇଛି। ଏହି ସମୟରେ,...

ବାପା ହେବେ ବଲିଉଡ୍‌ର ଏହି ଅଭିନେତା, ଘରକୁ ଆସିବେ କୁନି ଅତିଥି 

ମୁମ୍ବାଇ: ଅପକମିଂ ଫିଲ୍ମ ’ମାଲିକ’ ପାଇଁ ଖବରରେ ଥିବା ରାଜକୁମାର ରାଓ ବାପା ହେବାକୁ ଯାଉଛନ୍ତି। ସେ ନିଜେ ଏଥିନେଇ ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି। ସୋସିଆଲ ମିଡିଆରେ ସେ କରିଥିବା ପୋଷ୍ଟ ପରେ  ପ୍ରଶଂସକମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ରାଜକୁମାର...

ହନିମୁନ୍‌ ପାଇଁ ତୁର୍କୀ ଯାଇଥାନ୍ତେ ଏହି ଅଭିନେତା, ଶେଷରେ କରିଦେଲେ ବାତିଲ୍‌

ନିକଟରେ ଅଭିନେତା ସିଦ୍ଧାନ୍ତ ଇସାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ପରେ ସେ ସ୍ତ୍ରୀଙ୍କୁ ନେଇ ହନିମୁନ୍‌ ଯିବା ବାତିଲ କରିଦେଇଛନ୍ତି। କାରଣ ସେ ହନିମୁନ୍‌ ତୁର୍କୀ ଯାଇଥାନ୍ତେ। କିନ୍ତୁ ତୁର୍କୀ ସହ ଭାରତର ବଢ଼ୁଥିବା ଉତ୍ତେଜନା ମଧ୍ୟରେ...

ଈଶାନଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଆଲିଆଙ୍କ ବଡ଼ ଭଉଣୀ

ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭଉଣୀ ଶାହୀନ ଭଟ୍ଟ। ସର୍ବଦା ଲାଇମ୍‌ଲାଇଟ୍‌ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ସେ। ହେଲେ ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ। ନିକଟରେ ସେ ଏକ ବଡ଼ ଘୋଷଣା କରିଛନ୍ତି।...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ ବିତିଛି। ହେଲେ ଏବେ ସେମାନେ ଅଲଗା ହେବାକୁ ଯାଉଥିବା ଖବର ସୋସିଆଲ ମିଡିଆରେ...

ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଗୌହର ଖାନ୍‌

ମୁମ୍ବାଇ: ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ ଏହି ଖୁସିଖବର ଜଣାଇଛନ୍ତି। ୨୦୨୩ରେ ସେ ପ୍ରଥମ ସନ୍ତାନକୁ ସ୍ବାଗତ କରିଥିଲେ। ଏବେ ସେ ପୁଣି ଖୁସିଖବର ଜଣାଇ...

କପିଲଙ୍କୁ ନେଇ ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ଖ୍ୟାତନାମା କମେଡିଆନ୍‌ ତଥା ଅଭିନେତା କପିଲ ଶର୍ମା ପୁଣି ଚର୍ଚ୍ଚାରେ। ସେ ବି ନିଜର ଚେହେରାକୁ ନେଇ। ତାଙ୍କର ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଯିଏ ବି ଦେଖୁଛି ଚକିତ ହୋଇଯାଉଛି। କାରଣ ସେ ବେଶ ପତଳା...

୬ ବର୍ଷ ପରେ Indian Idol ଛାଡ଼ିଲେ ବିଶାଲ ଦଦଲାନୀ, ଏହି କାରଣ ପାଇଁ…

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ‘ଇଣ୍ଡିଆନ ଆଇଡଲ’ ଅନ୍ୟତମ। ନିକଟରେ ଏହାର ଗ୍ରାଣ୍ଡ ଫାଇନାଲ ହୋଇଥିଲା। କୋଲକାତାର ୨୪ ବର୍ଷୀୟ ମାନସୀ ଘୋଷ ଏହାର ଟ୍ରଫି ଜିତିଥିଲେ। ଚଳିତ ସିଜନକୁ ରାପର ବାଦ୍‌ଶାହା, ଶ୍ରେୟା ଘୋଷାଲ...

ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଭେଟେରାନ ଅଭିନେତା

ମୁମ୍ବାଇ: ଆଜିର ଦିନ ଭାରତୀୟ ସିନେମା ଲାଗି ବହୁତ ଖରାପ ଥିଲା। ସକାଳେ ଭେଟେରାନ ମନୋଜ କୁମାରଙ୍କ ପରଲୋକ ଖବର ଆସିଥିବା ବେଳେ ପୁଣି ଜଣେ ଅଭିନେତାଙ୍କ ନିଧନ ଖବର ସାମ୍ନାକୁ ଆସିଛି। ସେ ହେଲେ ତାମିଲ ତଥା ମାଲାୟାଲାମ...

ହାଇଦ୍ରାବାଦର ଜ୍ୱାଇଁ ହେବାକୁ ଯାଉଛନ୍ତି ପ୍ରଭାସ, ହେଲା ବିବାହ ପକ୍କା !

ହାଇଦ୍ରାବାଦ: ଟଲିଉଡ୍‌ ଷ୍ଟାର ପ୍ରଭାସ ‘ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚେଲର’ ମଧ୍ୟରୁ ଜଣେ। ପ୍ରାୟତଃ ତାଙ୍କର ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ସହ ଅଭିନେତ୍ରୀ ଅନୁଷ୍କାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଚାଲିବା କୁହାଯାଉଥିବା ବେଳେ ଦୁହେଁ ବିବାହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri