ବିବାହର ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଲା ଦୀପ୍ବୀରଙ୍କ ‘ଓ୍ବେଡିଂ ଭିଡିଓ’, ଦେଖନ୍ତୁ…
ବମ୍ବେ: ବିବାହର ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଛି ରଣବୀର ସିଂହ-ଦୀପିକା ପାଦ୍ୟୁକୋନଙ୍କ ବିବାହ ବେଳର ଭିଡିଓ। ଉଭୟ ୨୦୧୮ ନଭେମ୍ବର ୧୪ରେ ଇଟାଲୀରେ ଗ୍ରାଣ୍ଡ ଓ୍ବେଡିଂ କରିଥିଲେ। ଏବେ ସ୍ବତନ୍ତ୍ର ଦିନର ଭିଡିଓ ସାମ୍ନାକୁ ଆସିବା ପରେ ଖୁବ୍...
ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା: କହିଲେ ‘ହମାସ ହେଉଛି ଆଧୁନିକ ରାବଣ’
ନୂଆଦିଲ୍ଲୀ,୨୫।୧୦: ବଲିଉଡ ଡିଭା କଙ୍ଗନା ରାଣାଓ୍ବତ ବୁଧବାର ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟି ହମାସ ସହ ଲଢ଼େଇରେ ଇସ୍ରାଏଲର ସମର୍ଥନ କରିଛନ୍ତି। ଆତଙ୍କବାଦ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ବିଜେତା ହେବ ବୋଲି ସେ କହିଛନ୍ତି। ତେବେ ‘ଏକ୍ସ(ପୂର୍ବରୁ...
ଶୋ’ ମଝିରୁ ଗିରଫ ହେଲେ ବିଗ୍ବସ୍ର ଏହି ପ୍ରତିଯୋଗୀ, ଜାଣନ୍ତୁ କ’ଣ ରହିଛି ମାମଲା…
ବମ୍ବେ: ଟେଲିକାଷ୍ଟ ହେବାପରଠାରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ବିଗ୍ବସ୍। ଏବେ ଶୋ’ ମଝିରୁ ଗିରଫ ହୋଇଛନ୍ତି ଜଣେ ବିଗ୍ବସ୍ ପ୍ରତିଯୋଗୀ। କିଛି ଏଭଳି ଦୃଶ୍ୟ ଟେଲିଭିଜନରେ ପ୍ରସାରିତ ହେବାପରଠାରୁ ଶୋ’କୁ ନେଇ ଚର୍ଚ୍ଚା ବଢ଼ିଛି। ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି...
ଏବେ ଭାରତରେ ବି କାମ କରିପାରିବେ ପାକିସ୍ତାନୀ କଳାକାର
ମୁମ୍ବାଇ: ବଲିଉଡରେ ଅନେକ ପାକିସ୍ତାନୀ କଳାକାର ନିଜର ଅଭିନୟର ଦମ୍ ଦେଖାଇଛନ୍ତି। ହେଲେ ୨୦୧୬ରେ ହୋଇଥିବା ଉରି ଆକ୍ରମଣ ପରେ ପଡୋଶୀ ଦେଶର କଳାକାରଙ୍କୁ ଭାରତରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ହେଲେ ଏବେ ବମ୍ବେ ହାଇକୋର୍ଟ...
ତୃତୀୟ ବିବାହ କରିବାକୁ ଯାଉଛନ୍ତି ଅଲି ମର୍ଚାଣ୍ଟ, ବୁର୍ଜ ଖଲିଫା ନିକଟରେ ପ୍ରେମିକାଙ୍କୁ କଲେ ପ୍ରପୋଜ୍…
ବମ୍ବେ: ନିଜର ଲଭ୍ଲାଇଫ୍କୁ ନେଇ ଚର୍ଚ୍ଚାରେ ଅଭିନେତା ଅଲି ମର୍ଚାଣ୍ଟ। ନିକଟରେ ସେ ପ୍ରେମିକା ଅଦଲିବ୍ ଜୈଦିଙ୍କ ସହ ସମ୍ପର୍କ ପରେ ମୋହର ମାରିଥିଲେ। ଏବେ ସେ ତାଙ୍କୁ ବିବାହ ଲାଗି ପ୍ରପୋଜ କରିଥିବା ବେଳେ ଏଥିନେଇ ଡେଟ୍ ସାମ୍ନାକୁ...
ଦୁଇ ଦିନରେ ହିଁ ଚିଡିଗଲେଣି ଅଙ୍କିତା, ଶୋ’ ଛାଡ଼ିବାକୁ ଧରିଛନ୍ତି ଜିଦ୍
ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍ ବସ୍ ସିଜନ୍ ୧୭’। ସବୁଥର ଭଳି ଏଥର ମଧ୍ୟ ଅନେକ ଚର୍ଚ୍ଚିତ ସେଲିବ୍ରିଟି ଶୋ’ରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପବିତ୍ର ରିସ୍ତା ଫେମ୍ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବାମୀ ବିକ୍କି ଜୈନ।...
ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା’ ଲାଗି ଅଲ୍ଲୁ ଜିତିଲେ ଜାତୀୟ ପୁରସ୍କାର
ବମ୍ବେ: ୨୦୨୧ରେ ଫିଲ୍ମ ‘ପୁଷ୍ପା’ ଜରିଆରେ ଦର୍ଶକଙ୍କ ବାହାବାଃ ସାଉଁଟିଥିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଏବେ ଏହି ଫିଲ୍ମ ଲାଗି ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ତାଙ୍କୁ ଏହି ସମ୍ମାନ...
ସ୍ୱାମୀଙ୍କୁ ଛାଡ଼ି ମାଳଦ୍ଵୀପରେ ପହଁଚିଲେ ପରିଣୀତି ଚୋପ୍ରା, ଏହି ଖାସ ବ୍ୟକ୍ତି ଉଠାଇଲେ ଫଟୋ
ମାଳଦ୍ଵୀପ,୧୬।୧୦:(୧୦) ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ଖୁବ ଚର୍ଚ୍ଚାରେ। ବିବାହ ପରେ ପରିଣୀତି ସ୍ୱାମୀଙ୍କୁ ଛାଡ଼ି ଏବେ ମାଳଦ୍ଵୀପରେ ଛୁଟି କାଟିବାକୁ ପହଞ୍ଚିଛନ୍ତି। ଏହି ସମୟର ଏକ ଫଟୋ ପରିଣୀତି ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ...
ଚର୍ଚ୍ଚାରେ ‘ରକି ଔର ରାନୀ କି ପ୍ରେମକାହାନୀ’ରେ ଧର୍ମେନ୍ଦ୍ର-ଶବାନାଙ୍କ ଲିପ୍ଲକ୍, ଲୋକେ କହୁଛନ୍ତି…
ବମ୍ବେ: ଶୁକ୍ରବାର ବଡ଼ ପରଦାରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସୁଛି। ବିଶେଷକରି ଫିଲ୍ମରେ ବରିଷ୍ଠ...
ରିଲିଜର ଦୁଇ ସପ୍ତାହ ପରେ ବି କମିନି କ୍ରେଜ୍, ଭାରତରେ ୨୫୦ କୋଟି ବ୍ୟବସାୟ କଲାଣି ‘ଅବତାର ୨’ !
ବମ୍ବେ: ରିଲିଜ ହେବାର ଦୁଇ ସପ୍ତାହ ବିତିଥିଲେ ହେଁ ଭଲ ବ୍ୟବସାୟ କରୁଛି ହଲିଉଡ ଫିଲ୍ମ ‘ଅବତାର: ଦ ଓ୍ବେ ଅଫ୍ ଓ୍ବାଟର’। କାହାଣୀର ପୃଷ୍ଠଭୂମୀ ରୋମାଞ୍ଚକର ହୋଇଥିବାରୁ ସିନେମାଘରଗୁଡ଼ିକରେ ଦର୍ଶକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ରବିବାର ଫିଲ୍ମଟି...
Archives


