ଶତକ ସତ୍ତ୍ୱେ ବଡ଼ ଭୁଲ୍ କରିଦେଲେ ଗିଲ୍: ଏବେ ଦେବାକୁ ପଡ଼ିବ ଜରିମାନା ଲିଡ୍ସ,୨୧।୬: ଇଂଲଣ୍ଡ ବିପକ୍ଷ ପାଞ୍ଚଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଭଲ ଆରମ୍ଭ କରିଛି। ମ୍ୟାଚର ପ୍ରଥମ ଦିନରେ ଅଧିନାୟକ ଶୁବମନ ଗିଲ ଏବଂ ଯଶସ୍ବୀ ଜୟସ୍ବାଲ ଚମତ୍କାର ଶତକ ହାସଲ କରି ଦଳର ସ୍କୋରକୁ ୩୦୦...