ଟାଇଟଲ୍ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍ର ବିଶାଳ ଟାର୍ଗେଟ୍ ହରାରେ,୬।୨: ହରାରେ ସ୍ପୋଟର୍ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍ ପୁରୁଷ ବିଶ୍ବକପ୍ ଫାଇନାଲ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଯୁବ କ୍ରିକେଟର ବୈଭବ…